ସିଲ୍‌ ହେଲା ଗୋପବନ୍ଧୁ ଛକସ୍ଥିତ ରିଲାଏନ୍ସ ଫ୍ରେସ୍‌

Advertisment
ସିଲ୍‌ ହେଲା ଗୋପବନ୍ଧୁ ଛକସ୍ଥିତ ରିଲାଏନ୍ସ ଫ୍ରେସ୍‌

ଭୁବନେଶ୍ବର: ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ୍‌କୁ ତିନିଦିନ ପାଇଁ ସିଲ୍‌ କରିଛି ବିଏମ୍‌ସି। ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ନେଇ ଅଭିଯୋଗ ହେବା ପରେ ବିଏମ୍‌ସିର ସ୍ବତନ୍ତ୍ର ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପରିମଳ ବ୍ୟବସ୍ଥାରେ ସୁଧାର ଆଣିଲେ ଖୋଲିବାକୁ ସ୍ବୀକୃତି ଦିଆଯିବ ବୋଲି ଜଣାପଡ଼ିଛି।

ପୂର୍ବରୁ ବିପର୍ଯ୍ୟସ୍ତ ପରିମଳ ସ୍ଥିତି ଯୋଗୁଁ ବିଏମ୍‌ସି ଏହି ବ୍ୟବସାୟ ପ୍ରତିଷ୍ଠାନକୁ ତାଗିଦ କରିଥିଲା। ହେଲେ ଏଥିରେ ସୁଧାର ନ ଆସିବାରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି। ନିକଟ ଅତୀତ‌ରେ ମାଷ୍ଟରକ୍ୟାଣ୍ଟିନ୍‌ ଛକ ଗ୍ରିନ୍‌ଚିଲିକୁ ଅନୁରୂପ ଅଭିଯୋଗରେ ସିଲ୍‌ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe