ସମ୍ବାଦ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ସୌମ୍ୟରଂଜନ

Advertisment
ସମ୍ବାଦ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ସୌମ୍ୟରଂଜନ

ଭୁବନେଶ୍ବର: ଆଜି ସମ୍ବାଦ ଭବନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ସମ୍ବାଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ରଖିଛନ୍ତି। କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ଯୋଦ୍ଧାମାନଙ୍କୁ ସେ ଅଭିନନ୍ଦନ ଜଣାଇବା ସହ ଯୁଦ୍ଧରେ ହାରି ଯାଇଥିବା ଯୋଦ୍ଧାମାନଙ୍କ ସକାଶେ ଦୁଃଖ ପ୍ରକାଶ କରିଛନ୍ତି। ଏହାଛଡ଼ା ସେ ଆହୁରି ବି କହିଛନ୍ତି କି ଆଜି ଗଣମାଧ୍ୟମ ଓ ସୂଚନାର ବିସ୍ଫୋରଣ ଘଟିଛି । ଏହାବ୍ୟତୀତ ସେ ଆମ ଓଡିଶା କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe