ଏମ୍‌ଭିଆଇ ଚେକିଂରୁ ୬ ଲକ୍ଷ ୩୫ ହଜାର ଜରିମାନା

Advertisment
ଏମ୍‌ଭିଆଇ ଚେକିଂରୁ ୬ ଲକ୍ଷ ୩୫ ହଜାର ଜରିମାନା

The New Indian Express

ବାରଙ୍ଗ : ବୁଧବାର ବାରଙ୍ଗ ଥାନା ଛକରେ ଚାଲିଥିବା ଏମ୍‌ଭିଆଇ ଚେକିଂରୁ ୬ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ହେଲ୍‌ମେଟ୍‌, ଡିଏଲ୍‌ ପ୍ରମାଣପତ୍ର, ଗାଡ଼ିର ରେକର୍ଡପତ୍ର ଯାଞ୍ଚ କରାଯାଇଥିଲା। ଏମ୍‌ଭିଆଇ ଟିମ୍‌ ମୋଟ ୮୯ଟି ଚାଲାଣ କାଟିଥିବା ବେଳେ ୧୧ଜଣଙ୍କର ଡ୍ରାଇଭିଂ ଲାଇସେନ୍‌ସକୁ ସାମୟିକ ବାତିଲ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe