ଭୁବନେଶ୍ୱର : ବିଶିଷ୍ଟ ସେବା ମେଡାଲ ପ୍ରାପ୍ତ ରେୟାର୍ଆଡମିରାଲ ଏସ୍ ମହାପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ପି ମହାପାତ୍ର ଓ ପରିବାରବର୍ଗ ଉପସ୍ଥିତ ଥିଲେ। ସ୍ୱର୍ଗତ ମହାପାତ୍ର ତାଙ୍କର ଗବେଷଣା ନିମନ୍ତେ ଏସ୍ଏସ୍ ଭଟ୍ଟନାଗର ପୁରସ୍କାର ମଧ୍ୟ ହାସଲ କରିଥିଲେ। ତାଙ୍କ ମୃତ୍ୟୁରେ ବହୁବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।
ବିଶିଷ୍ଟ ସେବା ମେଡାଲ ପ୍ରାପ୍ତ ଏସ୍ ମହାପାତ୍ରଙ୍କ ପରଲୋକ
Advertisment
Follow Us