‘ସମ୍ବାଦ’ ଭବନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

Advertisment
‘ସମ୍ବାଦ’ ଭବନରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର: ଡ. ଅଗ୍ରଓ୍ଵାଲା ଚକ୍ଷୁ ହସ୍ପିଟାଲ୍‌ ପକ୍ଷରୁ ଏକ ଚକ୍ଷୁ ପରୀକ୍ଷା ଶିବିର ‘ସମ୍ବାଦ’ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ସମ୍ବାଦ’ ଗ୍ରୁପ୍‌ର ବହୁ କର୍ମଚାରୀ ଯୋଗଦେଇ ସେମାନଙ୍କ ଆଖି ପରୀକ୍ଷା କରାଇଥିଲେ। ଅଗ୍ରଓ୍ଵାଲା ହସ୍ପିଟାଲ୍‌ ପକ୍ଷରୁ ସଚିନ୍‌ ପାଲ୍‌, ଗୌରୀଶଙ୍କର ମହାପାତ୍ର, ଏସ୍‌କେ ନିଜାମୁଦ୍ଦିନ୍‌, ଅଞ୍ଜୟ କୁମାର ଯାଦବ୍‌, ରୂମ୍ପି ଶଙ୍କର ପ୍ରମୁଖ ଯୋଗଦେଇ ଚକ୍ଷୁ ପରୀକ୍ଷା କରିବା ସହିତ ଆବଶ୍ୟକ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe