ଜଟଣୀ ‘ସମ୍ବାଦ ସାହିତ୍ୟ ଘର’ର ତ୍ରୈମାସିକ ବୈଠକ

Advertisment

ଜଟଣୀ 'ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ନ୍ୟୁଟ୍ରିସନ ହବ୍‌ଠାରେ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ଜଗଦୀଶ ମହାପାତ୍ର, ସଂପାଦକ ଚକ୍ରଧର ରଥ, ଉପଦେଷ୍ଟା ସୀତାକାନ୍ତ ଶତପଥୀ, କୋଷାଧ୍ୟକ୍ଷ ରଶ୍ମିତା ନାୟକ, ଯୁଗ୍ମସଂପାଦିକା ଅଙ୍କିତା ଶର୍ମା ତଥା ସାହିତ୍ୟିକା...

sfhfhfshsfh

ଜଟଣୀ: ଜଟଣୀ 'ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ନ୍ୟୁଟ୍ରିସନ ହବ୍‌ଠାରେ ତ୍ରୈମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ଜଗଦୀଶ ମହାପାତ୍ର, ସଂପାଦକ ଚକ୍ରଧର ରଥ, ଉପଦେଷ୍ଟା ସୀତାକାନ୍ତ ଶତପଥୀ, କୋଷାଧ୍ୟକ୍ଷ ରଶ୍ମିତା ନାୟକ, ଯୁଗ୍ମସଂପାଦିକା ଅଙ୍କିତା ଶର୍ମା ତଥା ସାହିତ୍ୟିକା ଦେବଯାନୀ ରାୟ ଓ ନ୍ୟୁଟ୍ରିସନ ହବ୍‌ର ଅଧକ୍ଷ ନିଲମ ଭୂୟାଁ ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।

ପ୍ରତ୍ୟେକ ମାସର ଚତୁର୍ଥ ରବିବାର ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ସାହିତ୍ୟ ଆସର ଆୟୋଜନ ହେବାସହ ସାହିତ୍ୟର ପ୍ରତ୍ୟେକ ଦିଗ ଉପରେ ଆଲୋଚନା କରାଯିବ। ପ୍ରତି ଆସରରେ ବିଶିଷ୍ଟ ସାହିତ୍ୟିକଙ୍କୁ ନିମନ୍ତ୍ରଣ କରାଯିବ। ଆସନ୍ତା ୨୭ତାରିଖ ଅପରାହ୍ନ ୪ଟା ସମୟରେ ଆଗାମୀ ବୈଠକ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଛି। ଶେଷରେ ସଂପାଦକ ଶ୍ରୀ ରଥ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe