ଭୁବନେଶ୍ବର: ମହିଳାଙ୍କ ସ୍ବାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେଇଛି ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ (ଇକୋରୋ)। ସଙ୍ଗଠନର ଅଧ୍ୟକ୍ଷା ରଶ୍ମିରେଖା ମିଶ୍ରଙ୍କ ନେତୃତ୍ବରେ ଭୁବନେଶ୍ବରର ବିଭିନ୍ନ ବସ୍ତିରେ ବାସ କରୁଥିବା ଗରିବ ମହିଳାମାନଙ୍କୁ ସୁଲଭ ମୂଲ୍ୟରେ ‘ସାନିଟାରି ପ୍ୟାଡ୍’ ବଣ୍ଟନ କରାଯାଇଛି। ଏଥିରେ ସଙ୍ଗଠନର ସଦସ୍ୟମାନେ ଯୋଗଦେଇଥିଲେ। ମହିଳାମାନଙ୍କ ଏଭଳି କାର୍ଯ୍ୟକ୍ରମକୁ ବସ୍ତିବାସିନ୍ଦାମାନେ ପ୍ରଶଂସା କରିଥିଲେ।
ଇକୋରୋ ପକ୍ଷରୁ ସାନିଟାରି ପ୍ୟାଡ୍ ବଣ୍ଟନ
Advertisment
Follow Us