ଭୁବନେଶ୍ବର: ଗାଳ୍ପିକ ପ୍ରମୋଦ କୁମାର ଶତପଥୀଙ୍କ ଦ୍ଵାରା ରଚିତ ଗଳ୍ପ ସଂକଳନ "ସ୍ମୃତି ଅନୁଭୂତି" ରାଜ ଭବନଠାରେ ଉନ୍ମୋଚିତ ହୋଇଯାଇଛି। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଗଳ୍ପ ସଂକଳନ ଉନ୍ମୋଚନ କରିଵା ସହିତ ଶ୍ରୀ ଶତପଥୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ଆଶୀର୍ବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଶ୍ରୀ ଶତପଥୀଙ୍କର ସହଧର୍ମିଣୀ ତଥା ପୁସ୍ତକର ପ୍ରକାଶିକା ଭାରତୀ ତ୍ରିପାଠୀ ଉପସ୍ଥିତ ଥିଲେ।
ରାଜ ଭବନରେ ପ୍ରମୋଦ କୁମାର ଶତପଥୀଙ୍କ ଗଳ୍ପ ସଂକଳନ "ସ୍ମୃତି ଅନୁଭୂତି" ଉନ୍ମୋଚିତ
Advertisment
Follow Us