ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା: ପରମ୍ପରା ବଜାୟ ରଖିବାକୁ ଚାପ, ଚାଲିଛି ରଥ କାମ

ନୀତି ନିର୍ଘଣ୍ଟ ଚୂଡାନ୍ତ: ସାଢ଼େ ୩ଟା ପୂର୍ବରୁ ଗଡ଼ିବ ମହାପ୍ରଭୁଙ୍କ ରୁକୁଣା ରଥ

www.harekrsna.com

ପୁରୁଣା ଭୁବନେଶ୍ୱର,: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଚଳିତ ବର୍ଷ ହେବନାହିଁ। କରୋନା ଭୟ ଯୋଗୁଁ ରଥ ଗଡ଼ିବ ନାହିଁ। ଏହି ଘୋଷଣା ପରେ ସେବାୟତମାନେ ପରମ୍ପରା ବଜାୟ ରଖିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏପଟେ ରଥ କାମ ବନ୍ଦ କରିବାକୁ ମହାରଣାଙ୍କୁ କୁହାଯାଇଥିବା ବେଳେ ଆଜି ରଥ କାମ କରୁଥିବା ଦେଖିବାକୁ ମିଳିଛି। ଠାକୁରଙ୍କ ପରମ୍ପରା ବଜାୟ ରଖିବାକୁ ସେବାୟତମାନେ ଓ ନେତୃସ୍ଥାନୀୟ ବ୍ୟକ୍ତି ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଫୋନ୍‌ ଯୋଗେ ଅନୁରୋଧ କରିଛନ୍ତି। ସେବାୟତମାନଙ୍କ କହିବା ଅନୁଯାୟୀ ଆସନ୍ତାକାଲି ବୈଠକରେ ରଥଯାତ୍ରା ପରମ୍ପରା ବଜାୟ ରଖିବା ପାଇଁ ଅନୁରୋଧ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe