ମହାନଦୀ ବିବାଦର ସମାଧାନ ନେଇ ଦସ୍ତଖତ ଅଭିଯାନ

Advertisment
ମହାନଦୀ ବିବାଦର ସମାଧାନ ନେଇ ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ମହାନଦୀ ଜଳବିବାଦର ସମାଧାନ ନେଇ ଆଜିଠାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଭୁବନେଶ୍ୱର ଜିଲ୍ଲ କମିଟି ପକ୍ଷରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଆଜି ମାଷ୍ଟରକ୍ୟାଣ୍ଟିନ ଛକରୁ ଏହି ଅଭିଯାନର ଶୁଭାରମ୍ଭ କରାଯାଇଥିଲା। ଜାନୁଆରି ୩୦ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ଅଭିଯାନ ଚାଲିବ। ଶେଷରେ ପ୍ରଧାନମନ୍ତ୍ରୀଙ୍କୁ ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯିବ। ଏହି ଅଭିଯାନ କାର୍ଯ୍ୟକ୍ରମରେ ସୁରେଶ ପାଣିଗ୍ରାହୀ, ସାଲ ମାରାଣ୍ଡି, ପ୍ରଭାତ ପାଣିଗ୍ରାହୀ, ଜଗଦିସ୍‌ ଜେନା ପ୍ରମୁଖ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe