ଜାନୁଆରିରୁ ଏକକ ବୃତ୍ତି ପୋର୍ଟାଲ

Advertisment
ରବିବାର ସ୍କୁଲ ବୁଲିବେ ଗଣଶିକ୍ଷା ବିଭାଗ ଅଧିକାରୀ

AssamGuru.com

ଭୁବନେଶ୍ବର : ୨୦୨୧ ଜାନୁଆରିରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ ଏକକ ବୃତ୍ତି ପୋର୍ଟାଲ। ଏହି ପୋର୍ଟାଲ କାର୍ଯ୍ୟକରୀ ହେବା ପରେ ବୃତ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ଆଉ ଅଲଗା ଅଲଗା ପୋର୍ଟାଲରେ ଆବେଦନ କରିବାକୁ ପଡ଼ିବ ନାହିଁ। ଏଥିରେ ଉଚ୍ଚଶିକ୍ଷା ବିଭାଗ ସମେତ ଗଣଶିକ୍ଷା, ବୈଷୟିକ ଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅର୍ଥ ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶ୍ରମ ବିଭାଗ, ବିଜ୍ଞାନ ଓ କାରିଗରି ବିଭାଗ ଏବଂ ଓକାକ୍‌ର ଅଧିକାରୀମାନେ ଯୋଗଦେଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe