ଭୁବନେଶ୍ବର: ବିଧାନସଭା ପରିସରସ୍ଥ କଇଁ ପୋଖରୀ (ଲିଲି ପୁଲ୍) ନିକଟରୁ ସାଢ଼େ ୪ଫୁଟର ଏକ ନାଗ ସାପ ଉଦ୍ଧାର କରାଯାଇଛି। ଆଜି ରାତିରେ ସାପଟି ଲିଲି ପୁଲ୍ ନିକଟରେ ଯାଉଥିବା ବେଳେ ନିୟୋଜିତ କିଛି ଯବାନ ଦେଖି ସଙ୍ଗେସଙ୍ଗେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲପଲାଇନ୍ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ଶ୍ରୀ ମଲ୍ଲିକ କହିଛନ୍ତି ଯେ ସମ୍ଭବତଃ ଲୋକଙ୍କ ଯା’ ଆସ ନଥିବାରୁ ସାପଟି ରାତିରେ ବୁଲୁଥିଲା।
ବିଧାନସଭା ଲିଲି ପୁଲ୍ ନିକଟରୁ ନାଗ ଉଦ୍ଧାର
Advertisment
Follow Us