ବିଆଇଆଇଟିଏମ୍‌ରେ ‘ସ୍ପାର୍କ-୨୦୨୨’

ବିଆଇଆଇଟିଏମ୍‌ରେ ‘ସ୍ପାର୍କ-୨୦୨୨’

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇନଫରମେସନ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ(ବିଆଇଆଇଟିଏମ୍‌) ପକ୍ଷରୁ ଏମ୍‌ବିଏ ପାଠ୍ୟକ୍ରମରେ ଯୋଗଦେଇଥିବା ନବାଗତ ଛାତ୍ରଛାତ୍ରୀଙ୍କ ଲାଗି ଏକ ସ୍ବାଗତ ଉତ୍ସବ ‘ସ୍ପାର୍କ-୨୦୨୨’ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର୍‌ ପି.ଆର୍‌ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର୍‌ ବିଧୁଭୂଷଣ ମିଶ୍ର ମୁଖ୍ୟ ଅତିଥି ଓ ମାଇଁ ହୋମ୍ ଇଣ୍ଡଷ୍ଟ୍ରି ପ୍ରା.ଲିର ସିନିୟର ମ୍ୟାନେଜର୍‌(ମାର୍କେଟିଂ) ସଂଜୀବ ଗୁପ୍ତା ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅଧ୍ୟକ୍ଷ ପ୍ରଫେସର୍‌ ମିହିର ରଞ୍ଜନ ନାୟକ ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବା ପାଇଁ ଶପଥ ପାଠ କରାଇଥିଲେ। ପ୍ଲେସମେଣ୍ଟ ଡିନ୍ ପ୍ରଫେସର୍‌ କେ.ଚନ୍ଦ୍ରଶେଖର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe