ହୋଲି ପାଇଁ ଶ୍ୱେତା ପାରେଖଙ୍କ ସ୍ୱତନ୍ତ୍ର ପୋଷାକ

Advertisment
ହୋଲି ପାଇଁ ଶ୍ୱେତା ପାରେଖଙ୍କ ସ୍ୱତନ୍ତ୍ର ପୋଷାକ

ଭୁବନେଶ୍ୱର : ହୋଲି ଉତ୍ସବକୁ ଆଖିରେ ରଖି ଭୁବନେଶ୍ୱରର ଫ୍ୟାସନ୍‌ ଡିଜାଇନର୍‌ ଶ୍ୱେତା ପାରେଖ ସ୍ୱତନ୍ତ୍ର ଡିଜାଇନ୍‌ର ପୋଷାକ ପ୍ରସ୍ତୁତ କରିଛନ୍ତି। ଏହା ତାଙ୍କ ବମିଖାଲ ସ୍ଥିତ ଶ୍ୱେତା ପାରେଖ୍‌ ଫ୍ୟାସନ ଡିଜାଇନ ଷ୍ଟୋର୍‌ରେ ଉପଲବ୍ଧ ହେଉଛି। ଏହି ରଙ୍ଗବେରଙ୍ଗରେ ପୋଷାକ ପିନ୍ଧି ଜଣେ ହୋଲି ଖୋଳିଲେ ମଧ୍ୟ ଏହି ପୋଷାକରେ ରଙ୍ଗ ଲାଗିବାର ଆାଶଙ୍କା ନଥିବା ଶ୍ୱେତା କହିଛନ୍ତି। ପାଞ୍ଚ ହଜାର ଟଙ୍କାରୁ ଆରମ୍ଭ କରି ପନ୍ଦର ହଜାର ଟଙ୍କାର ଏହି ସ୍ୱତନ୍ତ୍ର ପୋଷାକ ଉବଲବ୍ଧ। ମହିଳାଙ୍କ ପାଇଁ ପୋଷାକ ମହଜୁଦ୍‌ ଥିବା ବେଳେ ପୁରୁଷଙ୍କ ବରାଦ ମୁତାବକ ପୋଷାକ ତିଆରି କରାଯିବ ବୋଲି ଶ୍ୱେତା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe