ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ କାଠ ଅନୁକୂଳ

Advertisment
ନୀତି ନିର୍ଘଣ୍ଟ ଚୂଡାନ୍ତ: ସାଢ଼େ ୩ଟା ପୂର୍ବରୁ ଗଡ଼ିବ ମହାପ୍ରଭୁଙ୍କ ରୁକୁଣା ରଥ

www.harekrsna.com

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ଗୁରୁବାର କାଠ ଅନୁକୂଳ ହେବ। ଶ୍ରୀପଞ୍ଚମୀ ତିଥି ଉପଲକ୍ଷେ ମହପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ରୁକ୍ମିଣୀ ଓ ବାସୁଦେବ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିବେ। ଦେବଦେବୀ ସେବାୟତ ମାନଙ୍କ ଗହଣରେ ଯାତ୍ରା କରିବା ସହ ସେଠାରେ କାଠ ଚିରା ଅନୁକୂଳ କରାଯିବ। ନୀତି ପୂଜା ପରେ ସେବାୟତ ଏକ ଆମ୍ଭ ଗଛ ଛେଦନ କରି କାଠ ଚିରା ଶୁଭାରମ୍ଭ କରିବେ। ସେହିପରି ନୟାଗଡ଼ ଜଙ୍ଗଲରୁ ଆମ୍ଭ ଗଛ ଚିରାଯାଇ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe