ତାରିଣୀ ବସ୍ତିରେ ବୁଲିଲା ଖଣ୍ଡା

Advertisment
ତାରିଣୀ ବସ୍ତିରେ ବୁଲିଲା ଖଣ୍ଡା

Hindustan

ଭୁବନେଶ୍ବର : ରାତି ଅଧରେ ତାରିଣୀ ବସ୍ତିରେ ବୁଲିଲା ଖଣ୍ଡା। ସାଇକେଲରେ ଅଟୋ ବାଜିଗଲା ଭଳି ସାମାନ୍ୟ କଥାରେ ଜଣେ ଅଟୋ ଚାଳକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ଏନେଇ ନୂଆପଲ୍ଲୀ ଥାନା ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ରାତି ପାଖାପାଖି ସାଢେ଼ ୧୧ଟା ସମୟରେ ପ୍ରଦୀପ ସେନାପତି ତାଙ୍କ ଘର ନିକଟରେ ଅଟୋ ରଖୁଥିବା ବେଳେ ସେଠାରେ ଥିବା ଏକ ସାଇକଲରେ ବାଜିଥିଲା। ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା। ସାଇକେଲ ରଖିଥିବା ବାପ ପୁଅ ରାଗିଯାଇ ଏକ ଖଣ୍ଡା ଆଣି ପ୍ରଦୀପଙ୍କୁ ଆକ୍ରମଣ କରିଥିଲେ। ଖବରପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ପ୍ରଦୀପଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe