ଅଶୋକା ମାର୍କେଟ ଭଙ୍ଗା ବେଳେ ଉତ୍ତେଜନା, ରାସ୍ତାରୋକ

Advertisment
ଅଶୋକା ମାର୍କେଟ ଭଙ୍ଗା ବେଳେ ଉତ୍ତେଜନା, ରାସ୍ତାରୋକ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଅଶୋକାମାର୍କେଟ ଉଚ୍ଛେଦକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଅଶୋକାମାର୍କେଟର ବ୍ୟବସାୟୀମାନେ ରାସ୍ଥା ଉପରେ ଟାୟାର ଜାଳି ମାଷ୍ଟର କୃାଣ୍ଟିନ୍‌ରେ ରାସ୍ତା ରୋକ କରିଛନ୍ତି। ଏହା ସତ୍ତ୍ୱେ ବିଡିଏ ପକ୍ଷରୁ ପୁଲିସ ସହାୟତାରେ ସେଠାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe