ଲିଙ୍ଗରାଜ ମନ୍ଦିରର ୩୨ସିସିଟିଭି ଅଚଳ

Advertisment
ମନ୍ଦିରରେ ବିଦେଶିନୀଙ୍କୁ ଅସଦାଚରଣ ମାମଲା: ୪ଦିନରେ ଚାର୍ଜସିଟ୍‌, ୭ଦିନରେ ବିଚାର, ୨୮ଦିନରେ ରାୟ

ପୁରୁଣା ଭୁବନେଶ୍ବର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଲାଗିଥିବା ୩୨ଟି ସିସିଟିଭି ଏବେ ଅଚଳ ହୋଇଯାଇଛି। ବଜ୍ରପାତରେ ଅପରେଟିଂ ସିଷ୍ଟମ୍‌ ପୋଡ଼ି ଯାଇଥିବା ସହ ତାର ଗୁଡ଼ିକ ଜଳି ଯାଇଛି। ଯାହା ଫଳରେ ମନ୍ଦିର ଓ ମନ୍ଦିର ବାହାରେ ଲାଗିଥିବା ୩୨ଟି ସିସିଟିଭି ଅଚଳ ହୋଇଯାଇଛି। ପ୍ରଶାସନ ପକ୍ଷରୁ ଆଜି ସିସିଟିଭି ଫୁଟେଜ୍‌ ଦେଖିବାକୁ ଯିବା ବେଳେ ଏହା ଅଚଳ ହୋଇଥିବା ଜାଣିବାକୁ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe