ଶେଷ ପର୍ଯ୍ୟାୟରେ ରଥ କାମ: ରଥ ପ୍ରଚ୍ଛଦପଟର ଅନ୍ୟତମ ଶିଳ୍ପୀ ଶିବ ନାରାୟଣ

Advertisment

ରଥଖଳାରେ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥରେ ୧୬ କୋଣ ସିଂହ ଲଗାଯାଇଛି। ତିନି ଭୂଇଁ କାମ ଶେଷ ହୋଇ ଧାଡ଼ି ଗୋଜ, ପଟା ଗୋଜ, ଘୋରଡ଼ା ଲଗାଯାଇଥିବା ବେଳେ ଆଜି, ଦୁଆର ଆଡ଼ା କାମ ଆରମ୍ଭ ହୋଇଛି।

ରଥଖଳାରେ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥରେ ୧୬ କୋଣ ସିଂହ ଲଗାଯାଇଛି। ତିନି ଭୂଇଁ କାମ ଶେଷ ହୋଇ ଧାଡ଼ି ଗୋଜ, ପଟା ଗୋଜ, ଘୋରଡ଼ା ଲଗାଯାଇଥିବା ବେଳେ ଆଜି, ଦୁଆର ଆଡ଼ା କାମ ଆରମ୍ଭ ହୋଇଛି।

sdsdsdcx

ପୁରୁଣା ଭୁବନେଶ୍ୱର: ରଥଖଳାରେ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରଥରେ ୧୬ କୋଣ ସିଂହ ଲଗାଯାଇଛି। ତିନି ଭୂଇଁ କାମ ଶେଷ ହୋଇ ଧାଡ଼ି ଗୋଜ, ପଟା ଗୋଜ, ଘୋରଡ଼ା ଲଗାଯାଇଥିବା ବେଳେ ଆଜି, ଦୁଆର ଆଡ଼ା କାମ ଆରମ୍ଭ ହୋଇଛି। ଘୋରଡ଼ା ବନ୍ଧା କାମ ଶେଷ ହୋଇ ଯୋକା କାମ ଓ ଚାରି ଦ୍ବାର କାମ ଆରମ୍ଭ କରାଯାଇଛି। ଆସନ୍ତା ବୁଧବାର ଅଁଳା, ବେକି ଓ କଳସ କାମ ଆରମ୍ଭ କରାଯିବ ବୋଲି ମହାରଣା ସେବାୟତ ବଟକୃଷ୍ଣ ଓ ସୋମନାଥ କହିଛନ୍ତି।

ପୁରୁଣା ଭୁବନେଶ୍ୱର: ରୁକୁଣା ରଥଯାତ୍ରାର ଅନ୍ୟତମ ପ୍ରଚ୍ଛଦପଟ ଶିଳ୍ପୀ ହେଲେ ଶିବ ନାରାୟଣ ମହାରଣା। ବୟସ ପ୍ରାୟ ୬୬ ହେଲାଣି। ହେଲେ ପ୍ରଭୁଙ୍କ ସେବା ଆଗରେ ହାର ମାନିଛି ବୟସ। ରୁକୁଣା ରଥଯାତ୍ରାର ୧୦ଦିନ ପୂର୍ବରୁ ‌ଶିବ ଚିତ୍ର ଆଙ୍କିବାରେ ଲଗି ପଡ଼ନ୍ତି। ଏଥିପାଇଁ ମନ୍ଦିର ପ୍ରଶାସନ ଯାହା ପାଉଣା ଦିଅନ୍ତି ତାକୁ ଆନନ୍ଦ ସହ ଗ୍ରହଣ କରି ଠାକୁରଙ୍କ ସେବା କରନ୍ତି। ରଥ ଗଡ଼ିବା ପରେ ଶିବ ନିଜକୁ ଧନ୍ୟମନେ କରନ୍ତି ବୋଲି କହିଛନ୍ତି। ରଥରେ ଲାଗିଥିବା ୧୬ କୋଣ ସିଂହ, ୩୨ପଟ୍ଟା ଗୁଞ୍ଜ, ଘୋଡ଼ା ଇଷ, ସିଡ଼ିବାଡ଼, ପଞ୍ଚଦଣ୍ଡା ମୁହାଣକୁ ସେ ଚିତ୍ର କରିଛନ୍ତି। ଏଥିରେ ରଙ୍ଗ ପରେ ସେ ଚିତ୍ର ଆଙ୍କିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe