ସମାଜସେବୀଙ୍କ ପରଲୋକ

ସମାଜସେବୀଙ୍କ ପରଲୋକ

ଭୁବନେଶ୍ବର: ଭୁବନେଶ୍ବର ଓକିଲ ସଂଘର କାର୍ଯ୍ୟକର୍ତ୍ତା ମହେନ୍ଦ୍ର କୁମାର ସାହୁଙ୍କ ପିତା ଗନ୍ଧର୍ବ ସାହୁ(୭୫)ଙ୍କ ପରଲୋକ ହୋଇଯାଇଛି। ସ୍ବର୍ଗତ ସାହୁ ପିପିଲି ବ୍ଲକ ଅଧୀନ ବିନାୟକପୁର ଶାସନରେ ୧୯୪୭ ମସିହାରେ ଏକ ସ୍ବାଧୀନତା ସଂଗ୍ରାମୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅଞ୍ଚଳରେ ସେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ।

ମୃତ୍ୟୁଶଯ୍ୟା ନିକଟରେ ବଡ଼ ପୁଅ ରବୀନ୍ଦ୍ର କୁମାର ସାହୁ, ମହେନ୍ଦ୍ର କୁମାର ସାହୁ, ଉପେନ୍ଦ୍ର କୁମାର ସାହୁ ଏବଂ ଝିଅ ତଥା ପରିବାରରେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe