ଐତିହାସିକ ପ୍ରସନ୍ନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

Advertisment
ଐତିହାସିକ ପ୍ରସନ୍ନ ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ବର: ଐତିହାସିକ ଡ. ପ୍ରସନ୍ନ କୁମାର ମିଶ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ରେଡକ୍ରସ୍‌ ଭବନଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ସାମ୍ବାଦିକ ସୁଭାଷ ପଟ୍ଟନାୟକ, ଡାକ୍ତର ଇନ୍ଦ୍ରମଣୀ ଜେନା, ପ୍ରଫେସର୍‌ ନୀହାର ରଞ୍ଜନ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ବସନ୍ତ ମଲ୍ଲିକ, ଅମୀୟ ମହାନ୍ତି ଓ ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ସ୍ବର୍ଗତ ମିଶ୍ରଙ୍କ ଦ୍ବ‌ାରା ଲିଖିତ ‘ଊନ୍ନବିଂଶ ଶତାବ୍ଦୀର ଜନଜାଗରଣ’ ପୁସ୍ତକ ଓ ତାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ସ୍ମରଣିକା ‘ସ୍ମୃତି ଅର୍ଘ୍ୟ’ ଉନ୍ମୋଚିତ ହୋଇଥିଲା। ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ ସ୍ବର୍ଗତ ମିଶ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତିଚାରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe