ଚନ୍ଦନ ଡଙ୍ଗାରେ ଲାଗିଲା ଜେନେରେଟର

Advertisment
ଚନ୍ଦନ ଡଙ୍ଗାରେ ଲାଗିଲା ଜେନେରେଟର

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଚାଲୁ ରହିଛି। ଚନ୍ଦନଯାତ୍ରା ବେଳେ ଡଙ୍ଗାରେ ଲାଗିଥିବା ଜେନେରେଟର ଖରାପ ଯୋଗୁଁ ଠାକୁରଙ୍କ ଚାପ ଡଙ୍ଗା ଦୁଇ ଦିନ ଅନ୍ଧାର ରହିଥିଲା। ଏହା ଜାଣିବା ପରେ ପୁରୁଣା ଭୁବନେଶ୍ୱରର ସମାଜସେବୀ ଆଦିତ୍ୟ ମହାପାତ୍ର ଏକ ଜେନେରେଟର ମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି। ଏବେ ଚାପ ଡଙ୍ଗାରେ ବିଦ୍ୟୁତ୍ ସଂଯୋଗ ହୋଇ ଚନ୍ଦନଯାତ୍ରା ହେଉଥିବାରୁ ସେବାୟତ ଓ ସାଧାରଣ ବ୍ୟକ୍ତି ଆଦିତ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe