ଜଳିଗଲା କେଟିଏମ୍ ବାଇକ୍

Advertisment
ଜଳିଗଲା କେଟିଏମ୍ ବାଇକ୍

ଭୁବନେଶ୍ବର : ବମିଖାଲ ଓଭରବ୍ରିଜ୍ ତଳେ ଗୁରୁବାର ଦିନ ଏକ କେଟିଏମ୍ ବାଇକ୍‌ ନିଆଁ ଲାଗି ଜଳି ଯାଇଛି। ସ୍ଥାନୀୟ ଲୋକଙ୍କ ସହୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ଗୁରୁବାର ଦିନ ପ୍ରାୟ ୨ଟା ବେଳେ ଏହି ଅଘଟଣ ଘଟିଥିଲା। ବାଇକ୍‌ଟି ବ୍ରିଜ୍‌ ତଳେ ଥୁଆ ହୋଇଥିବା ବେଳେ ହଠାତ୍‌ ହୁତୁହୁତୁ ହୋଇ ଜଳିଥିଲା। ସ୍ଥାନୀୟ ଲୋକ ନିକଟରେ ଥିବା ଏକ ସୋ’ ରୁମ୍‌ରୁ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe