ବାଲିପାଟଣାରେ ବିଦେଶୀ ଠିପି ଖୋଲା ମଦ ଦୋକାନରୁ ଚୋରି: ସିସି ଟିଭିରେ ଚୋରି ଲାଇଭ ଦୃଶ୍ୟ କଏଦ

Advertisment
ବାଲିପାଟଣାରେ ବିଦେଶୀ ଠିପି ଖୋଲା ମଦ ଦୋକାନରୁ ଚୋରି: ସିସି ଟିଭିରେ ଚୋରି ଲାଇଭ ଦୃଶ୍ୟ କଏଦ

ବାଲିପାଟଣା: ବାଲିପାଟଣା ଥାନା ସରକାରୀ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଗ୍ରିଲ ତାଡ଼ି ଗତକାଲି ଚୋରି ହୋଇଛି। ନଗଦ ୩0 ହଜାର ଟଙ୍କା ଏବଂ ବହୁ ଦାମୀ ମଦ ବୋତଲ ଚୋର ନେଇଯାଇଛନ୍ତି। ଗତକାଲି ସାମ୍ନା ପଟ ଗ୍ରିଲ ତାଡ଼ି ଦୋକାନରେ ଜଣେ ଯୁବକ ଭିତରକୁ ପଶିଥିଲେ। ଦୋକାନ ଲାଗିଥିବା ସିସି କ୍ୟାମେରା ଭାଙ୍ଗି ଦେବା ପରେ ଚୋରି କରିଥିଲେ। ସେମାନେ ୩୦ ହଜାର ଖୁଚୁରା ଟଙ୍କା  ଓ ବହୁ ଦାମୀ ମଦ ବୋତଲ ନେଇଯାଇଛ।

publive-image

ସିସିଟିଭି ହାର୍ଡ ଡିକ୍ସରେ ଏ ସମସ୍ତ ଦୃଶ୍ୟ କଏଦ ହୋଇଛି। ନେଳି ଗଞ୍ଜି ପିନ୍ଧିଥିବା ଯୁବକ ଚୋରି କରୁଥିବା ଜଣା ପଡିଛି। ଖବର ପାଇ ବାଲିପାଟଣା ପୁଲିସ ଘଟଣା ତଦନ୍ତ କରିଛି। ଚୋରି ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ହୋଇ। ୧୨ ବର୍ଷରେ କାଉଣ୍ଟରରୁ ପ୍ରଥମ ଚୋରି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe