ନନ୍ଦନକାନନ ସଫାରୀ ବସ ଦୁର୍ଘଟଣାରେ ୩ ପର୍ଯ୍ୟଟକ ଆହତ, ଜଣେ ଗୁରୁତର

Advertisment
ବାତ୍ୟା ପାଇଁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ନନ୍ଦନକାନନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରସ୍ଥିତ ପ୍ରମୁଖ ପର୍ଯ୍ୟଟନସ୍ଥଳ ‘ନନ୍ଦନକାନନ’ରେ ବୁଧବାର ୩ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିଭଳି ଅନ୍ୟ ୨ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ମିଳିଥିବା ସୂଚନା ଅନୁସାରେ ପର୍ଯ୍ୟଟକମାନେ କିଛି ଜୀବଜନ୍ତୁ ଦେଖି ଫେରିବା ବେଳକୁ ସଫାରୀ ବସ ଷ୍ଟାଣ୍ଡ ଓ ଜିରାଫ ଏନ୍‌କ୍ଲୋଜର ମଝିରେ ବସ୍‌ଟି ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe