ଆଜି ଓଡ଼ିଶା ଆସୁଛନ୍ତି ବିଖ୍ୟାତ ବକ୍ତା ବିବେକ ବିନ୍ଦ୍ରା

Advertisment
ଆଜି ଓଡ଼ିଶା ଆସୁଛନ୍ତି ବିଖ୍ୟାତ ବକ୍ତା ବିବେକ ବିନ୍ଦ୍ରା

ଭୁବନେଶ୍ୱର: ବିଖ୍ୟାତ ବକ୍ତା ଡାକ୍ତର ବିବେକ ବିନ୍ଦ୍ରା ଶନିବାର ଭୁବନେଶ୍ୱର ଆସୁଛନ୍ତି। ଆଜିଏଲ୍‌ ଟ୍ରେଡିଂ ଆଣ୍ଡ୍‌ ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଟ୍‌ ପକ୍ଷରୁ ସ୍ଥାନୀୟ ସମ୍‌ ହସ୍‌ପିଟାଲ୍‌ କ୍ୟାମ୍ପସ୍‌-୨ରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇ ପ୍ରେରଣାଦାୟୀ ଅଭିଭାଷଣ ଦେବେ। ତାଙ୍କ ସହ ଯୁବ ମାନସର ପ୍ରତୀକ ମାନସ ମିଶ୍ର ମଧ୍ୟ ଉପସ୍ଥିତ ରହି ଯୁବପିଢ଼ିଙ୍କୁ ଉଦ୍‌ବୋଧନ ଦେବେ। କାର୍ଯ୍ୟକ୍ରମକୁ ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ପ୍ରକାଶ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe