ଟ୍ରେନ୍‌ ଧକ୍କାରେ ମହିଳା ମୃତ

Advertisment
ପୁଅକୁ ବିଷ ଦେଇ ମାରିଲା ମା', ୫ ଦିନ ପରେ ଗଳିତ ଶବ ଉଦ୍ଧାର

zeenews.india.com

ଭୁବନେଶ୍ବର: ବମିଖାଲ୍‌ ଓଭରବ୍ରିଜ୍‌ ନିକଟରୁ ରେଳବାଇ ଥାନା ପୁଲିସ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଛି। ତାଙ୍କ ନାଁ ବିଦୁଲତା ସାହୁ(୬୦)। ଘର ସହିଦନଗର ପ୍ଲଟ ନଂ-୬୬୭। ଏନେଇ ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ରବିବାର ଅପରାହ୍ନ ପ୍ରାୟ ସାଢ଼େ୨ଟା ସମୟରେ ବିଦୁଲତା ବାପାଙ୍କୁ ଦେଖିବା ପାଇଁ ଲକ୍ଷ୍ମୀସାଗରସ୍ଥିତ ବାପାଙ୍କ ଘରକୁ ଯାଉଥିଲେ। ତେବେ ସେ ବମିଖାଲ ରେଳଫାଟକ ଅତିକ୍ରମ କରୁଥିବା ସମୟରେ ‌ରେଳ ଧକ୍କା ଯୋଗୁଁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe