ମହିଳାଙ୍କୁ ମାଡ଼ ମାରି ଦୁଇ ଗିରଫ

Advertisment
ଲୁଣ ଚୋରି ଅଭିଯୋଗରେ ୩ ଗିରଫ

ପୁରୁଣା ଭୁବନେଶ୍ୱର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମାଡ଼ ମାରିବା ଅଭିଯୋଗରେ ଏୟାରଫିଲଡ଼୍‌ ଥାନା ପୁଲିସ ଦୁଇଜଣକୁ ଗିରଫ କରିଛି। ଅଭିଯୁକ୍ତଦ୍ବୟ ହେଲେ, ଜାମୁକୋଳି ଗ୍ରାମର ସନ୍ତୋଷ ଭୋଇ(୩୦) ଓ ସମୀର ଭୋଇ(୨୮)। ପୁଲିସ୍‌ ସୂଚନା ଅନୁଯାୟୀ, ବିରିବନ୍ଧ ଗ୍ରାମରେ ସୁକୁମାରୀ ଭୋଇ ନାମକ ଜଣେ ମହିଳାଙ୍କୁ ଅଭିଯୁକ୍ତଦ୍ବୟ ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ଉଭୟ ତାଙ୍କୁ ମାଡ଼ ମାରିଥିଲେ। ଏନେଇ ସୁକୁମାରୀ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe