ଭୁବନେଶ୍ୱର: ତମାଣ୍ଡୋ ଥାନା ପୁଲିସ ଶନିବାର ୧୪୫ ବୋତଲ ବିଦେଶୀ ମଦ ଜବତ କରିଛି। ପୁଲିସ ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଫୁଲେଶ୍ୱରୀ ବସ୍ତିର ଶିବନାଥ ଶର୍ମା ଓ ଆଇଗଣିଆର ପ୍ରତାପ କୁମାର ବାବୁ।
/sambad/media/post_attachments/wp-content/uploads/2020/10/e3adaec1-e932-42c3-b299-f20f7e31a39f.jpg)
ପୁଲିସ ସୂଚନା ଅନୁସାରେ ୨୮ଟି ଇମ୍ପେରିଆଲ ବ୍ଲୁ, ୬ ବୋଲତ ରୟାଲ ଷ୍ଟାଗ୍ ହୁଇସ୍କି, ୨୯ ବୋଲତ ମେକ୍ଡୁଏଲ ହୁଇସ୍କି, ୧୦ ବୋତଲ ବାକାର୍ଡି ବ୍ଲାକ, ୧୨ ବୋତଲ କିଙ୍ଗଫିସର ସହ ନଗଦ ୪ ହଜାର ୮୭୦ ଟଙ୍କା ଓ ଏକ କାର (ଓଡ଼ି-୦୨-୯୮୦୩) ଜବତ ହୋଇଛି।
Follow Us