ଡିଭାଇଡର୍‌ରେ ପିଟି ହୋଇ ୨ ଗୁରୁତର

Advertisment
ସ୍କୁଲ୍‌ ବସ୍‌କୁ ଧକ୍କା ଦେଲା ଡମ୍ପର୍‌, ୨୮ଛାତ୍ର ଆହତ

ଭୁବନେଶ୍ବର : ଶନିବାର ବିଳମ୍ବିତ ରାତିରେ ଜୟଦେବବିହାର ସର୍ଭିସ୍‌ ରୋଡ୍‌ରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ୨ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ଯୁବକଦ୍ବୟ ବାଇକ୍‌ରେ ଜୟଦେବବିହାର ସର୍ଭିସ୍‌ ରୋଡ୍‌ରୁ ଫ୍ଲାଏଓଭର୍‌କୁ ଚଢ଼ୁଥିବା ବେଳେ ଡିଭାଇଡର୍‌ରେ ସେମାନଙ୍କ ଗାଡ଼ି ପିଟି ହୋଇଯାଇଥିଲା। ସେମାନଙ୍କ ଗାଡ଼ିରୁ ଗୋଟିଏ ମଦ ବୋତଲ, ଗଂଜେଇ ଓ ଚିଲମ ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe