ଦୁଇ ଓଡ଼ିଆ ଅଧ୍ୟାପକଙ୍କୁ ରାଷ୍ଟ୍ରୀୟ ସମ୍ମାନ

ଦୁଇ ଓଡ଼ିଆ ଅଧ୍ୟାପକଙ୍କୁ ରାଷ୍ଟ୍ରୀୟ ସମ୍ମାନ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଦୁଇ ଓଡ଼ିଆର ଅଧ୍ୟାପକ ପ୍ରସନ୍ନ ଚୌଧୁରୀ ଓ କଟକର ପ୍ରଭାତ ତ୍ରିପାଠୀଙ୍କୁ ସମ୍ମାନଜନକ ‘ଟ୍ରାନ୍‌ସଫର୍ମିଂ ଏଜୁକେସନ୍‌ ଆୱାର୍ଡ’ ପ୍ରଦାନ କରାଯାଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହି ସମ୍ମାନ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ଲଭଲି ପ୍ରଫେସନାଲ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶାର ଦୁଇଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଭୁବନେଶ୍ୱର ପ୍ରେସ୍‌ ଏକାଡେମିର ଅଧ୍ୟକ୍ଷ ଭାବେ ରୋଟାରିଆନ୍‌ ଶ୍ରୀ ଚୌଧୁରୀ ପରିଚିତ। ଏନେଇ ବିଜୁ ପଟ୍ଟନାୟକ ବିମାନ ବନ୍ଦରଠାରେ ସେମାନଙ୍କୁ ସମ୍ବର୍ଧିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe