ଦୁଇ ବସ୍ତିରୁ କଣ୍ଟେନମେଣ୍ଟ ଜୋନ୍‌ ଉଠିଲା

Advertisment
ଦୁଇ ବସ୍ତିରୁ କଣ୍ଟେନମେଣ୍ଟ ଜୋନ୍‌ ଉଠିଲା

image source-india.com

ଭୁବନେଶ୍ବର : ୟୁନିଟ-୧ସ୍ଥିତ ଆଖଣ୍ଡଳମଣି ବସ୍ତି ଏବଂ ୟୁନିଟ-୯ ସ୍ଥିତ ବାୟାବାବା ବସ୍ତିରେ କରୋନା ଆକ୍ରାନ୍ତ ବଢ଼ୁଥିବାରୁ ବିଏମ୍‌ସି ପକ୍ଷରୁ ଦୁଇଟି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଜୁଲାଇ ୨୮ରେ ଏହି ଦୁଇଟି ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିଲା। ଦୁଇଟି ବସ୍ତିରୁ ପ୍ରାୟ ୬୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ଏହି ଦୁଇଟି ବସ୍ତିରେ ସ୍ଥିତି ନିୟନ୍ତ୍ରଣାଧୀନ ହେବାରୁ ବିଏମ୍‌ସି ୨୪ଦିନ ପରେ କଣ୍ଟେନମେଣ୍ଟ ଜୋନ୍‌ ଉଠାଇ ଦେଇଛି। ଆଜି ଏନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe