ୟୁନିୟନ୍ ଗୋଲ୍ଡ ଲୋନ୍ ପଏଣ୍ଟ ଓ ଏଟିଏମ୍ ଲବି ଉଦ୍‌ଘାଟିତ

Advertisment
ୟୁନିୟନ୍ ଗୋଲ୍ଡ ଲୋନ୍ ପଏଣ୍ଟ ଓ ଏଟିଏମ୍ ଲବି ଉଦ୍‌ଘାଟିତ

ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଲୁଇସ୍ ରୋଡ୍ ଶାଖାର ନବୀକରଣ ପରିସର, ୟୁନିୟନ୍ ଗୋଲ୍ଡ ଲୋନ୍ ପଏଣ୍ଟ ଏବଂ ଏଟିଏମ୍ ଲବି ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ୱର କ୍ଷେତ୍ର ମହାପ୍ରବନ୍ଧକ ରମାକାନ୍ତ ପ୍ରଧାନ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଉପ-ମହାପ୍ରବନ୍ଧକ ତଥା କ୍ଷେତ୍ରୀୟ ମୁଖ୍ୟ ଶୋଭନ ସେନ୍‌ଗୁପ୍ତା, ଶାଖା ପ୍ରବନ୍ଧକ ମନୋଜ କୁମାର ପାତ୍ରଙ୍କ ସମେତ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଗଣ, ଭୁବନେଶ୍ୱର ସହରାଞ୍ଚଳ ଶାଖାଗୁଡିକର ଶାଖା ପ୍ରବନ୍ଧକ ଏବଂ ଶାଖାର ଗ୍ରାହକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe