ଭୁବନେଶ୍ବର ରାମମନ୍ଦିରରେ ବିଶ୍ୱଭୂଷଣ-ବୈଜୟନ୍ତ

Advertisment
ଭୁବନେଶ୍ବର ରାମମନ୍ଦିରରେ ବିଶ୍ୱଭୂଷଣ-ବୈଜୟନ୍ତ

ଭୁବନେଶ୍ବର ପବିତ୍ର ଶ୍ରୀରାମ ନବମୀ ଅବସରରେ ଭୁବନେଶ୍ୱର ରାମମନ୍ଦିରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି ।ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ସହ ପ୍ରଭୁ ଶ୍ରୀରାମଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

ପ୍ରବଳ ଖରା ଏବଂ ଝାଞ୍ଜିକୁ ଖାତିର ନ କରି ଶ୍ରଦ୍ଧାଳୁ ଟ୍ରାଫିକ୍ ପୋଷ୍ଟଠାରୁ ଲମ୍ବା ଧାଡ଼ିବାନ୍ଧି ଶ୍ରୀରାମଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। ଶାନ୍ତଶୃଙ୍ଖଳା ପାଇଁ ପୁଲିସ୍‌ଙ୍କୁ ମୁତୟନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe