କ୍ୟାପିଟାଲ ହସ୍ପିଟାଲର ୨ କର୍ମଚାରୀ ସଂକ୍ରମିତ

Advertisment
ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

Mycitylinks

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ପୁଣି ଜଣେ ଡାକ୍ତର ଓ ଫାର୍ମାସିଷ୍ଟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହା ପୂର୍ବରୁ ୩ଜଣ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ସଂକ୍ରମିତ ହୋଇଥିଲେ। ହସ୍ପିଟାଲରେ ଏବେ ବହୁ ସଂଖ୍ୟାରେ କର୍ମଚାରୀ ଓ ‌ରୋଗୀ କରୋନା ଚିହ୍ନଟ ହେଉଥିବାରୁ ହସ୍ପିଟାଲରେ ରୋଗୀ ସେବାରେ ସମସ୍ୟା ସୃଷ୍ଟି ହୋଇଛି। କର୍ମଚାରୀମାନେ ସଂକ୍ରମିତ ହେବା ଫଳରେ ହୋମ୍ ଆଇସୋଲେସନ୍ କିମ୍ବା କୋଭିଡ୍‌ ‌ହସ୍ପିଟାଲକୁ ସ୍ଥାନାନ୍ତର ହେଉଥିବାରୁ ହସ୍ପିଟାଲରେ କାର୍ଯ୍ୟରେ ବାଧା ଉପୁଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe