ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

Advertisment
ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ପୁରୁଣା ଭୁବନେଶ୍ୱର: ଏୟାରଫିଲ୍‌ଡ ଥାନା ଅଧୀନ ଭୀମଟାଙ୍ଗି ଫେଜ୍‌-୧ରେ ରହୁଥିବା ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ହେଲେ ନିଚୁନା ପ୍ରଧାନ(୨୧)। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅନୁସନ୍ଧାନ ଚଳାଇଛି। ସୂଚନା ଅନୁଯାୟୀ ନିଚୁନାଙ୍କ ସ୍ବାମୀ ସର୍ବେଶ୍ବର ପ୍ରଧାନ ପୂର୍ବରୁ ସାବିତ୍ରୀଙ୍କୁ ବିବାହ କରିଥିଲେ। ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ୩ଟି ପିଲା ଏବେ ତାଙ୍କ ସହ ରହୁଛନ୍ତି। ନିଚୁନା ୨ ବର୍ଷ ତଳେ ସର୍ବେଶ୍ବରଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe