ଗର୍ଭଜନିତ ବାତରୋଗ ଉପରେ କର୍ମଶାଳା

Advertisment
ଗର୍ଭଜନିତ ବାତରୋଗ ଉପରେ କର୍ମଶାଳା

ଭୁବନେଶ୍ବର: ପିଜିଆଇଏମଇଆର ଏବଂ କ୍ୟାପିଟାଲ ହସ୍ପିଟାଲରେ ଆଜି ଗର୍ଭଜନିତ ବାତରୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହିକର୍ମଶାଳାରେ ପ୍ରଫେସର ସୁଜାତା ମହାନ୍ତି, ପ୍ରଫେସର ସୁନୁନନ୍ଦିନୀ ତ୍ରିପାଠୀ, ପିଜିଆଇ ନିର୍ଦ୍ଦ‌‌େଶିକା ନିବେଦିତା ପାଣି, ପ୍ରଫେସର ମାୟା ପାଢ଼ୀ, ପ୍ରଫେସର ସସ୍ମିତା ସ୍ବାଇଁ, ପ୍ରଫେସର କିର୍ତ୍ତୀ ମହାପାତ୍ରଙ୍କ ସମେତ ରାଜ୍ୟର ବହୁ ପ୍ରତିଷ୍ଠିତ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଯୋଗ ଦେଇ ବାତ ରୋଗ ନିରାକରଣ ବାବଦରେ କହିଥିଲେ।

ଏହି କର୍ମଶାଳାରେ ୬୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହି ଅବସରରେ ଏକ କ୍ବିଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe