ବେଆଇନ ପଥର ବୋଝେଇ ଟ୍ରକ୍‌ ଯାଞ୍ଚ ବେଳେ ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ; ଯୁବକ ଗିରଫ

Advertisment
ଟ୍ରାଫିକ୍‌ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

new indian express

ଭୁବନେଶ୍ବର : ବେଆଇନ୍ ପଥର ନେଇ ଯାଉଥିବା ଏକ ଟ୍ରକ୍‌କୁ ଅଟକ ରଖି ଯାଞ୍ଚ କଲାବେଳେ ଜଣେ ଅତିରିକ୍ତ ତହସିଲଦାରଙ୍କୁ ଅସଦାଚରଣ ଓ ଆକ୍ରମଣ କରିଥିବା ଅଭିଯୋଗରେ ତମାଣ୍ଡୋ ପୁଲିସ ଗାଡ଼ି ମାଲିକକୁ ଗିରଫ କରିଛି। ସେ ହେଲା ପାତ୍ରପଡ଼ାର ପ୍ରକାଶ ମଙ୍ଗରାଜ। ମିଳିଥିବା ସୂଚନା ଅନୁସାରେ ପ୍ରକାଶଙ୍କ ଟ୍ରକ୍ ଆଜି ଗୋହିରା ଛକ ନିକଟରେ ଯାଞ୍ଚ୍ କରିବା ପାଇଁ ଅଟକା ଯାଇଥିଲା। ଏହା ଜାଣିବା ପ‌ରେ ପ୍ରକାଶ ସେଠାରେ ବାଇକ୍‌ରେ ପହଞ୍ଚି ଗଣ୍ଡଗୋଳ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe