ମହିଳାଙ୍କୁ ଦୁର୍ବ୍ୟବହାର, ଫେରାର୍‌ ଯୁବକ ଗିରଫ

Advertisment
ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ଭୁବନେଶ୍ବର : ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ପଥରବନ୍ଧ ବସ୍ତିର ଗୌରବ ଦଣ୍ଡପାଟ(୨୨)। ଗତ ମାର୍ଚ୍ଚ ୧୯ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଲି ମଲ୍ଲିକ ଘରେ ଥିବା ବେଳେ ଗୌରବ ଓ ତା’ର ଦୁଇ ସହଯୋଗୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ପୂର୍ବରୁ ସୁନୀଲ ସାହୁ, ବବୁଲକୁ ଗିରଫ କରିଥିଲା। ଗୌରବ ଫେରାର୍‌ ଥିଲା। ଆଜି ସେ ଘରେ ଥିବା ବେଳେ ପୁଲିସର ଏକ ଟିମ୍‌ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe