ଭାଇକୁ ମାଡ଼ ମାରି ଯୁବକ ଗିରଫ

Advertisment
ଦ୍ବିତୀୟ ବିବାହ କରି ବନ୍ଧା ହେଲା ସ୍ୱାମୀ

India Today

ବାଲିପାଟଣା : ନିଜ ଭାଇକୁ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଅଭିଯୋଗରେ ସୋମବାର ଦିନ ବାଲିପାଟଣା ଥାନା ପୁଲିସ ସ୍ଥାନୀୟ ଦେଉଳିଧରପୁର ମଉକାସାହି ଗାଁର ଭାସ୍କର ଭୋଇ ଓରଫ୍ ଚୁଇଁଙ୍କୁ ଗିରଫ କରିଛି। ଗତକାଲି କୌଣସି କାରଣରୁ ଚୁଇଁ ତା’ ନିଜ ଭାଇ କୃଷ୍ଣ ଭୋଇଙ୍କୁ ଗାଳିମନ୍ଦ କରିଥିଲା ଓ କୃଷ୍ଣ ବିରୋଧ କରିବାକୁ ଚୁଇଁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଫଳରେ କୃଷ୍ଣଙ୍କ ହାତ ଭାଙ୍ଗି ଯାଇଥିଲା। ଏନେଇ କୃଷ୍ଣ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe