ହୋଟେଲରେ ଯୁବକଙ୍କ ଲଙ୍କାକାଣ୍ଡ: ଘଟଣାର ତଦନ୍ତ ଆରମ୍ଭ

Advertisment

ନୟାପଲ୍ଲୀ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇ ଯୁବକ ଲଙ୍କାକାଣ୍ଡ ଭିଆଇଛନ୍ତି। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି...

ନୟାପଲ୍ଲୀ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇ ଯୁବକ ଲଙ୍କାକାଣ୍ଡ ଭିଆଇଛନ୍ତି। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି...

7anaap

ଭୁବନେଶ୍ୱର: ଭୁବନେଶ୍ବର ନୟାପଲ୍ଲୀ ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ଥିବା ଏକ ହୋଟେଲରେ ଦୁଇ ଯୁବକ ଲଙ୍କାକାଣ୍ଡ ଭିଆଇଛନ୍ତି। ଅଭିଯୋଗ ଆଧାରରେ ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

ନିଶାଶକ୍ତ ଦୁଇ ଅଭିଯୁକ୍ତ ଯୁବକ ଭୋଇ ସାହି ଛକରେ ଥିବା ହୋଟେଲରେ ପଶି ଜୋର୍ ଜବରଦସ୍ତି ଖାଦ୍ୟ ଖାଇଥିଲେ । ହୋଟେଲ ମାଲିକାଣୀ ପ୍ରତିବାଦ କରିବାରୁ ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। 

ହୋଟେଲ କର୍ମଚାରୀଙ୍କୁ ଭୋଇ ସାହି ପିଲାଙ୍କୁ ଲଗାଇ ନିସ୍ତୁକ ମାଡ଼ ମଧ୍ୟ ମାରିଥିଲେ । ଏନେଇ ନୟାପଲ୍ଲୀ ଥାନାରେ ହୋଟେଲ ପକ୍ଷରୁ ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe