ଆଜି ଭୁବନେଶ୍ବର‌ରେ ୭ ଘଣ୍ଟା ଲାଇନ କଟିବ

Advertisment
ଆଜି ଭୁବନେଶ୍ବର‌ରେ ୭ ଘଣ୍ଟା ଲାଇନ କଟିବ

livemint.com

ଭୁବନେଶ୍ବର : ଆଜି ଭୁବନେଶ୍ବର ଗ୍ରାମାଞ୍ଚଳରେ ୭ ଘଣ୍ଟା ଓ ସହରାଞ୍ଚଳ‌ରେ ୪ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବ। ଜରୁରୀ ମରାମତି ପାଇଁ ଏହି ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯିବ ବୋଲି ସେସୁ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳର ତ୍ରିନାଥ ବଜାର, ମହୀଧରପଡ଼ା, ଡିପିଏସ୍‌ ସାତୋଲ, ନଗରୀ, ତିରଂପଡ଼ାରେ ସକାଳ ୯ଟାରୁ ଅପରାହ୍‌ଣ ୪ଟା ଯାଏ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ରହିବ। ସେହିଭଳି ଭୁବନେଶ୍ବର ସହରାଞ୍ଚଳରେ ଦାରୁଠେଙ୍ଗ, କୃଷ୍ଣନଗର, ପଥରଗାଡ଼ିଆ, ସୁନ୍ଦରପୁର, କୁଜି ମହଲ ପ୍ରଭୃତି ଅଞ୍ଚଳରେ ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe