ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧାରେ ଏସଟିଏଫ୍ ଟିମର ଚଢ଼ାଉ: ୧୦୩୦ ଗ୍ରାମ ବ୍ରାଉନସୁଗାର ଜବତ, ୪ ଗିରଫ

jagaran.com

ଭୁବନେଶ୍ବର : ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ହଳଦୀପଡ଼ିଆ ବସ୍ତିରୁ ଜଣେ ନିଶା ମାଫିଆକୁ ଗିରଫ କରିଛି କମିସନରେଟ୍ ପୁଲିସ। ଆଜି ଅପରାହ୍‌ଣରେ ହଳଦୀପଡ଼ିଆ ବସ୍ତିରେ ଜଣେ ଯୁବକ ନିଶା କାରବାର କରୁଥିବା ଲକ୍ଷ୍ମୀସାଗର ଥାନା ପୁଲିସ ଖବର ପାଇଥିଲା। ପରେ ବସ୍ତିରେ ଚଢ଼ଉ କରି ସଂପୃକ୍ତ ନିଶା ବେପାରୀକୁ ଗିରଫ କରିବା ସହ ତା’ ପାଖରୁ ୨୦ ଗ୍ରାମ୍ ବ୍ରାଉନସୁଗାର ଜବତ କରିଥିଲା। ଅଧିକ ତଦନ୍ତ ପାଇଁ ଯୁବକକୁ ପୁଲିସ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe