ଭୁବନେଶ୍ବର: ରାଜଧାନୀର ସାଇନ୍ସ ପାର୍କ ନିକଟରେ ଆଶିଷ କୁମାର ନାମକ ଜଣେ ଯୁବକଙ୍କୁ ଏକାଧିକ ଯୁବକ ଛୁରା ମାରିଥିବାର ଖବର ମିଳିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨୫ରୁ ଅଧିକ ଯୁବକ ଏହି ଛୁରାମାଡ଼ କରିଥିବାର ସୂଚନା ରହିଛି। ଛୁରାମାଡ଼ ନେଇ ରାଜଧାନୀର ସହିଦ ନଗର ଥାନାରେ ଆକ୍ରମଣର ଶିକାର ହୋଇଥିବା ଯୁବକ ଆଶିଷ ଅଭିଯୋଗ କରିଥିବା ଜଣାଯାଇଛି।
ରାଜଧାନୀରେ ଯୁବକଙ୍କୁ ଛୁରାମାଡ଼: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ
Advertisment
Follow Us