ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ନକଲି ଋଣ ଆପ୍‌ର ପ୍ରାଦୁର୍ଭାବ

ଇଣ୍ଟରନେଟ୍‌‌େର ମାଳ ମାଳ ‘ଲୋନ୍‌ ଆପ୍‌ସ୍‌’ (ଋଣ ଆପ୍ଲିକେସନ୍‌ସ) ଉପଲବ୍‌ଧ ହେଉଛି। ସେଥି ମଧ୍ୟରୁ କିଏ ଅସଲି, କିଏ ନକଲି, ଚିହ୍ନିବା କଷ୍ଟକର। ନକଲି ଋଣ ପ୍ରଦାନକାରୀ ସଂସ୍ଥା ଲୋକଙ୍କ ଫଟୋ, ବ୍ୟାଙ୍କ ଆକାଉଣ୍ଟ୍‌ର ସମସ୍ତ ତଥ୍ୟ ନେଇ ‘ବ୍ଲାକ୍‌ମେଲିଂ’ କରୁଥିବାର ଅଭିଯୋଗ ହେଉଛି। ସେମାନେ…
ଅଧିକ ଖବର ଦେଖନ୍ତୁ...

ନାଗପୁରର ବାର୍ତ୍ତା

ଦଶହରା ଅବସରରେ ନାଗପୁର ଠାରେ ଅନୁଷ୍ଠିତ ହେଉଥିବା ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ ବା ‘ଆର.୍‌ଏସ.୍‌ଏସ୍‌.’ର ବାର୍ଷିକ ସମାବେଶରେ ସରସ˚ଘଚାଳକ ବା ମୁଖ୍ୟ ମୋହନ ଭାଗବତଙ୍କ ଅଭିଭାଷଣରେ ସ˚ଖ୍ୟାଲଘୁ ସ˚ପ୍ରଦାୟ ବିଶେଷ କରି ଦେଶର ବୃହତ୍ତମ ସ˚ଖ୍ୟାଲଘୁ ସ˚ପ୍ରଦାୟ ମୁସଲିମ ବର୍ଗ ପ୍ରତି ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଗଣତନ୍ତ୍ରର ଗ୍ରନ୍ଥି

‘ଗଣତନ୍ତ୍ର’ କହିଲେ ସାଧାରଣ ଲୋକେ ମନ୍ତ୍ରୀ-ଶାସନକୁ ବୁଝନ୍ତି। ପାଠ ପଢ଼ିଥିବା ବ୍ୟକ୍ତି ସିଧା ପହଞ୍ଚନ୍ତି ଆମେରିକାର ରାଷ୍ଟ୍ରପତି ଆବ୍ରାହାମ୍‌ ଲିଙ୍କନ୍‌ ଦେଇଥିବା ସେ ସମ୍ପର୍କିତ ମତ ପାଖରେ- ‘‘ଲୋକଙ୍କର, ଲୋକଙ୍କ ଦ୍ବାରା, ଲୋକଙ୍କ ପାଇଁ ଶାସନ’’। ଅର୍ଥାତ୍‌ ଲୋକଶାସନ। ବିଦ୍ବାନମାନେ…
ଅଧିକ ଖବର ଦେଖନ୍ତୁ...

ତଥ୍ୟ ହିଁ ଈଶ୍ୱର

କାହିଁ କେଉଁ କାଳର ସତ୍ୟକୁ ସୁନ୍ଦର ଓ ସୁନ୍ଦରକୁ ସତ୍ୟ ବୋଲି କୁହାଯାଉଥିଲା। ସେମିତି ‘ଈଶ୍ୱର ହିଁ ସତ୍ୟ’ ଆପ୍ତବାକ୍ୟ ବୋଧହୁଏ ସବୁଧର୍ମର ସାରାଂଶ। ମାତ୍ର ‘ମହାତ୍ମା ଗାନ୍ଧୀ’ ଆଉ ପାଦେ ଆଗେଇଗଲେ ଏବଂ ପ୍ରଚଳିତ ଆପ୍ତବାକ୍ୟଟିକୁ ବାକ୍ୟଟିକୁ ଓଲଟାଇ ଦେଲେ। ତାଙ୍କ ବିଚାରରେ ‘ସତ୍ୟ ହିଁ ଈଶ୍ୱର’।…
ଅଧିକ ଖବର ଦେଖନ୍ତୁ...

ସୁଖୀ ଦଂପତି

ପତି ଓ ପତ୍ନୀ ପରସ୍ପରକୁ ବେଶ୍‌ ଶ୍ରଦ୍ଧା-ସ୍ନେହ-ଆଦର କରୁଥିଲେ। କୌଣସି କଥାକୁ ନେଇ ଦୁହିଁଙ୍କ ଭିତରେ ସାମାନ୍ୟତମ ଅଶାନ୍ତି ବା ତିକ୍ତତା ନ ଥିଲା। ଦାମ୍ପତ୍ୟ ଜୀବନ ସୁଖରେ ବିତୁଥିଲା। ଦିନେ ସେମାନଙ୍କ ବୈବାହିକ ଜୀବନରେ ଝଡ଼ ଆସିଲା। ପତ୍ନୀ ଅଜଣା ବ୍ୟାଧିରେ ପୀଡ଼ିତା ହୋଇ, କ୍ରମଶଃ ନିଜର…
ଅଧିକ ଖବର ଦେଖନ୍ତୁ...

ସ୍ବନକ୍ଷତ୍ରର ଅନୁଚିନ୍ତା

୧୯୮୪ ଅ‌କ୍‌ଟୋବର ୪ ତାରିଖ ବିଜୟା ଦଶମୀ ତିଥିରେ ଜନ୍ମଲାଭ କରିଥିବା ‘ସମ୍ବାଦ’କୁ ଆଜିଠାରୁ ଅଠତିରିଶ ପୂରି ଅଣଚାଳିଶ ଚାଲିବ। ଗତ ଅଠତିରିଶ ବର୍ଷ ମଧ୍ୟରେ ‘ସମ୍ବାଦ’ ଓଡ଼ିଶାର ପୁରପଲ୍ଲୀ, ସ୍ବଦେଶ ଓ ପ୍ରବାସର ଲକ୍ଷ ଲକ୍ଷ ପାଠକପାଠିକାଙ୍କ ସମର୍ଥନ ଲାଭ କରି ନିଜକୁ ଯେ ରାଜ୍ୟର ସର୍ବବୃହତ୍‌ ଏବଂ…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀ-ଯୋଗାନନ୍ଦ ଭେଟ

୧୯୩୫ ମସିହା, ଅଗଷ୍ଟ ମାସ ‌େଶଷ ସପ୍ତାହର ଏକ ସ୍ମରଣୀୟ ଘଟଣା। ଦୁଇଟି ମୁଖ୍ୟ ଚରିତ୍ର- ମହାତ୍ମା ଗାନ୍ଧୀ ଓ ପରମହଂସ ଯୋଗାନନ୍ଦ। ପିଲାଦିନେ ପରମହଂସ ଯୋଗାନନ୍ଦଙ୍କ ଡାକ ନାଁ ଥିଲା ମୁକୁନ୍ଦ ଲାଲ୍। ଜଣେ କର୍ମଯୋଗୀ, ସତ୍ୟ ଅହିଂସାର ପୂଜାରୀ। ଆଉ ଜଣେ ସତ୍ୟାନ୍ବେଷୀ, ସନ୍ନ୍ୟାସୀ, ସ୍ବାମୀ,…
ଅଧିକ ଖବର ଦେଖନ୍ତୁ...

ହାଇକମାଣ୍ଡ କର୍ତ୍ତୃତ୍ବ ହରାଉଛନ୍ତି କି?

୨୦୨୪ର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ଯୁବରାଜ ରାହୁଳ ଗାନ୍ଧୀ ଦଳର ହୃତ ଚମକ ଫେରାଇ ଆଣିବା ଲାଗି ‘ଭାରତ ଯୋଡ଼’ ପଦଯାତ୍ରା ଆରମ୍ଭ କରି ଦେଇଛନ୍ତି। ଦକ୍ଷିଣ ଭାରତର ରାଜରାସ୍ତାରେ ରାହୁଳଙ୍କ ନେତୃତ୍ବର ପ୍ରଭାବ ଦୃଷ୍ଟିଗୋଚର ହେଉଛି। କିନ୍ତୁ ଅପରପକ୍ଷେ ଦିଲ୍ଲୀରେ, କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଗୁରୁ ଖୋଜା

ଜଣେ ବ୍ୟକ୍ତି ସିଦ୍ଧ ଗୁରୁଙ୍କ ସନ୍ଧାନରେ ବାହାରିଲେ। ଜଣେ କେହି ତାଙ୍କୁ କହିଲେ ହିମାଳୟର କେଉଁ ଏକ ରହସ୍ୟମୟ ସ୍ଥାନରେ ଜଣେ ସାଧୁ ରହନ୍ତି। ସେ ହିଁ ସିଦ୍ଧ ଗୁରୁ। କିନ୍ତୁ ତାଙ୍କର ଦେଖା ବହୁତ କମ୍‌ ଲୋକ ପାଆନ୍ତି। କାରଣ ସେ ହିମାଳୟର କେଉଁ ଅଭ୍ୟନ୍ତର ପ୍ର‌େଦଶରେ ରହନ୍ତି ଓ ଆହୁରି ଭିତରକୁ…
ଅଧିକ ଖବର ଦେଖନ୍ତୁ...

ଅବିବାହିତାଙ୍କର ଗର୍ଭପାତ ଅଧିକାର

ସାରା ବିଶ୍ୱରେ ସେପ୍‌ଟେମ୍ବର ୨୮ ଦିନଟିକୁ ‘ଅନ୍ତର୍ଜାତୀୟ ସୁରକ୍ଷିତ ଗର୍ଭପାତ ଦିବସ’ ରୂପେ ପାଳନ କରାଯାଇଥାଏ। ସେହି ଦୃଷ୍ଟିରୁ ସେପ୍‌ଟେମ୍ବର ୨୯, ୨୦୨୨ରେ ଜଷ୍ଟିସ ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ସୁପ୍ରିମ୍‌ କୋର୍ଟଙ୍କ ଏକ ତିନିଜଣିଆ ଖଣ୍ଡପୀଠ ଅବିବାହିତା ମହିଳାଙ୍କ ସୁରକ୍ଷିତ…
ଅଧିକ ଖବର ଦେଖନ୍ତୁ...