ପାକିସ୍ତାନ ଉପରେ ପୁଣି ପ୍ରହାର: ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ ୱେବସିରିଜ ଏବଂ ସିନେମା

ୱୋଲ

Photograph: (sambad.in)

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ଉପରେ ପ୍ରହାର । ଓଟିଟି ପ୍ଲାଟଫର୍ମରୁ ହଟିବ ପାକିସ୍ତାନୀ କଣ୍ଟେଟ୍ । ସମସ୍ତ ପାକିସ୍ତାନୀ କଣ୍ଟେଟ୍ ହଟାଇବାକୁ ନିର୍ଦ୍ଦେଶ । ଭାରତ-ପାକିସ୍ତାନ ଉତ୍ତେଜନା ପରିସ୍ଥିତିରେ ଓଟିଟି ପ୍ଲାଟଫର୍ମ ଏବଂ ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମକୁ ବଡ ନିର୍ଦ୍ଦେଶ ଦେଲା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।

ତେବେ ଏହି ନିର୍ଦ୍ଦେଶ ପରେ ଓଟିଟି ପ୍ଲାଟଫର୍ମରୁ ହଟିବ ସମସ୍ତ ପାକିସ୍ତାନୀ ୱେବସିରିଜ ଏବଂ ସିନେମା । ପାକିସ୍ତାନୀ ଗୀତ ଏବଂ ପୋଡକାଷ୍ଟକୁ ବି ହଟାଇବାକୁ ନିର୍ଦ୍ଦେଶ । ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରହି ଏସବୁ ଉପରେ କଟକଣା ଲଗାଗଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe