କଥା-ଫରୁଆ : ‘ଖତ ଗଦାରେ ପଦ୍ମ’

Advertisment
କଥା-ଫରୁଆ : ‘ଖତ ଗଦାରେ ପଦ୍ମ’

pixabay.com

ପୁଷ୍ପମାନଙ୍କ ମଧ୍ୟରେ କମଳ ବା ପଦ୍ମକୁ ଶ୍ରେଷ୍ଠଭାବରେ ଗ୍ରହଣ କରାଯାଇଛି। ସେଥିପାଇଁ ପଦ୍ମକୁ ରୂପକ ଭାବରେ ଗ୍ରହଣ କରି ପଦ୍ମପାଦ, କରକମଳ, କମଳ ନୟନ, କମଳାକ୍ଷି ଆଦି କୁହାଯାଇଥାଏ। ପଦ୍ମ ପଙ୍କରୁ ଜନ୍ମ ହୋଇ ପାଣି ଉପରେ ଫୁଟେ। କୌଣସି ଅଳିଆ କି ଖତଗଦାରେ ପଦ୍ମ ଫୁଟେ ନାହିଁ। ମାତ୍ର କୌଣସି ଇତର ପରିବେଶ ବା ପରିବାରରେ କେହି ଗୁଣବାନ ସନ୍ତାନ ଜନ୍ମହେଲେ ସେଥିପାଇଁ ଓଡ଼ିଆରେ କହନ୍ତି- ‘‘ଖତ ଗଦାରେ ପଦ୍ମ ଫୁଟିଛି’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe