ଆଜିକାଲି ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ କଥା ଉଦ୍ଭାବିତ ହେଉଛି। ଫଳରେ ଅନେକ ରୋଗର ଚିକିତ୍ସା ପ୍ରଣାଳୀ ସରଳ ହେବାରେ ଲାଗିଛି। ତେବେ ରୋଗର ନିରୂପଣ ପାଇଁ ଆଉ ଏକ ସରଳ ଉପାୟ ଖୋଜି ପାଇବାରେ ସକ୍ଷମ ହୋଇଛନ୍ତି ଡେନ୍ମାର୍କର ବିଶେଷଜ୍ଞମାନେ। ଏଥିରୁ ସ୍ବାସ୍ଥ୍ୟ ସମ୍ପର୍କିତ ତଥ୍ୟ ମିଳିପାରିବ ବୋଲି ସେମାନେ କହିଛନ୍ତି। ଏହି ଡିଭାଇସ୍କୁ ଏକ ବ୍ୟାଣ୍ଡ୍ ସହ ସଂଯୁକ୍ତ କରାଯାଇଥାଏ। ତାର ବିହୀନ ଏହି ଡିଭାଇସ୍ରୁ ପ୍ରେରିତ ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନାକୁ କମ୍ପ୍ୟୁଟର ମନିଟରରେ ଦେଖି କେତେକ ରୋଗକୁ ନିରୂପଣ କରାଯାଇପାରିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us