Dynamite News
ନୂଆଦିଲ୍ଲୀ : ବିଜେପିରେ ଆଜି ଭାରତୀୟ ସେନାର ୭ ଜଣ ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିବା ଏହି ଅଧିକାରୀମାନେ ହେଉଛନ୍ତି ଲେପ୍ଟନାଣ୍ଟ୍ ଜେନେରାଲ ଜେବିଏସ୍ ଯାଦବ, ଲେପ୍ଟନାଣ୍ଟ୍ ଜେନେରାଲ ଆରଏନ୍ ସିଂହ, ଲେପ୍ଟନାଣ୍ଟ ଜେନେରାଲ ଏସକେ ପତ୍ୟାଲ୍, ଲେପ୍ଟନାଣ୍ଟ୍ ଜେନେରାଲ ସୁନିତ କୁମାର, ଲେପ୍ଟନାଣ୍ଟ ଜେନେରାଲ ନୀତିନ କୋହଲି, କର୍ନେଲ୍ ଆରକେ ତ୍ରିପାଠୀ ଏବଂ ୱିଙ୍ଗ୍ କମାଣ୍ଡର ନବନୀତ ମାଗୋନ୍।
Follow Us