ମତଦାନ ପରେ ଭୋଟରଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ଯୋଗୀ ଆଦିତ୍ୟନାଥ

Advertisment
ମତଦାନ ପରେ ଭୋଟରଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୋଟ୍ ଦେଇଛନ୍ତି। ସବୁଥର ପରି ସେ ଶନିବାର ପ୍ରଥମେ ତାଙ୍କ ବୁଥକୁ ଯାଇ ଭୋଟ୍ ଦେଇଥିଲେ। ତା’ପରେ ସମସ୍ତଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁରର ଗୋରଖନାଥଙ୍କ ଜୁଲେଲାଲ ମନ୍ଦିର ନିକଟରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଭୋଟ୍ ଦେଇଛନ୍ତି। ଗୋରଖପୁର ଆସନରେ ବିଜେପିର ରବି କିଶନ, ଏସପିର କାଜଲ ନିଶାଦ ଏବଂ ବିଏସପିର ଜାଭେଦ ଆଶରଫଙ୍କ ମଧ୍ୟରେ ମୁକାବିଲା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe